ଭୁବନେଶ୍ୱର : ନିଜ ଘରେ ମିଳିବ ରୋଜଗାର, ନିଜ ଘରେ ହେଇପାରିବେ ମାଲିକ। ସୁଯୋଗ ଅଛି ଚେଷ୍ଟା ଆବଶ୍ୟକ | ଚେଷ୍ଟାକଲେ କିଛି ବି କରିବା ସମ୍ଭବ। ଏପରି କହି ଯୁବପିଢି ଓ ଗୃହିଣୀ ମହିଳାଙ୍କୁ ଉତ୍ସାହିତ କରିଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି I ସୋମେନ ଅଗରବତୀ ର ୧୯ ବର୍ଷ ପୂର୍ତି ପରିପ୍ରେକ୍ଷିରେ ଏକ ତାରକା ହୋଟେଲରେ ଅୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ଏମ.ପି ତଥା ସୁପରଷ୍ଟାର ଅନୁଭବ ମହାନ୍ତି କହିଛନ୍ତି ସୋମେନ ଅଗରବତୀ ର ବ୍ୟବସାୟ ଶୈଳୀ ବେଶ୍ ଆକର୍ଷଣୀୟ। ଯାହା ଯୁବପିଢ଼ି ଓ ରାଜ୍ୟର ଗୃହିଣୀ ମହିଳାଙ୍କୁ ଭଲ ସୁହାଇବ। କାରଣ ଏଠାରୁ କିଣିବେ ଏଇଠି ବିକ୍ରିକରିବେ ଆଉ ଲାଭବାନ ହେବେ । ତେଣୁ ଯୁବପିଢ଼ି ଓ ଗୃହିଣୀ ମହିଳା ଘରେ ନ ବସି ରୋଜଗାର ଦିଗରେ ଅଗ୍ରସର ହୁଅ | ନିଜ ଘରେ ପରିବାର ସାଥିରେ ରହି କରିପାରିବେ ରୋଜଗାର। ସେ ଆହୁରି କହିଛନ୍ତି ସୋମେନ ଅଗରବତୀ ସବୁବେଳେ ଲୋକଙ୍କୁ ରୋଜଗାର କ୍ଷମ କରାଇବା, ଆତ୍ମନିର୍ଭରଶୀଳ କରାଇବା ଦିଗରେ ସବୁବେଳେ ଚେଷ୍ଟିତ । ତେବେ ଯୁବ ପିଢି ଆଉ ବିଳମ୍ବ ନ କରି ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ପୂର୍ବ ବର୍ଷ ଘୋଷଣା ମୁତାବକ ପ୍ରାଇଜ୍ ବଣ୍ଟନ କରାଯାଇଥିଲା। ଏବଂ ଆସନ୍ତା ବର୍ଷ ପାଇଁ ଅଫର ଘୋଷଣା ବି କରାଯାଇଛି। ଏଠାରୁ ମେସିନ୍ ନେଇ ଏଇଠି ମାଲ୍ ବିକ୍ରିକରି ଜିତି ପାରିବେ Ev scooter…. I
ରାଜ୍ୟ ତଥା ଦେଶରେ ରୋଜଗାର ଏବେ ସବୁଠାରୁ ବଡ ସମସ୍ୟା ହେଇ ଉଭା ହୋଇଛି I ଯୁବକ ହୁଅନ୍ତୁ ଅବା ଯୁବତୀ, ବିବାହିତ ହୁଅନ୍ତୁ ଅବା ଅବିବାହିତ । ରୋଜଗାର ଏବେ ସଭିଙ୍କ ଜୀବନରେ କଣ୍ଟା ସାଜିଛି I ଏହି ଅସୁବିଧାକୁ ଦୂର କରିବା ପାଇଁ ଦିର୍ଘ ୧୯ ବର୍ଷ ଧରି ପ୍ରଚେଷ୍ଟା କରି ଆସିଛି ସୋମେନ ଅଗରବତୀ l ସବୁ ସମୟରେ ଲୋକଙ୍କ ସହ, ଲୋକଙ୍କ ପାଖରେ ରହି ରୋଜଗାର ଯୋଗାଇବା ସହ ନିଜ ପରିବାର ବଢାଇ ଚାଲିଛି । ଅନେକ ସମୟରେ ଆମେ ଜାଣନ୍ତି ରୋଜଗାର ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାଏ କମ୍ପାନୀ I
ଦୀର୍ଘ ୧୯ ବର୍ଷ ଧରି କମ୍ପାନୀ ଲୋକଙ୍କ ସୁଖରେ ଦୁଃଖରେ ରହି ନୂଆ ନୂଆ ଟେକ୍ନୋଲୋଜି କୁ ଆପଣେଇ ଅଗ୍ରଣୀ କମ୍ପାନୀ ଭାବେ ଉଭା ହୋଇ ପାରିଛି। ଏପରିକି ସାଧାରଣ ଲୋକ ହିଁ କମ୍ପାନୀର ମେରୁଦଣ୍ଡ ବୋଲି ବାରମ୍ବାର କମ୍ପାନୀ କତୃପକ୍ଷ କୁହନ୍ତି I ଗ୍ରାହକଙ୍କ ଉନ୍ନତି ହିଁ କମ୍ପାନୀ ପ୍ରଗତିର ମାଇଲ ଖୁଣ୍ଟ । ଗ୍ରାହକ ଆଗକୁ ବଢ଼ିଲେ କମ୍ପାନୀ ସମାନ୍ତରାଳ ଭାବେ ବଢିବ ବୋଲି ମଧ୍ୟ କମ୍ପାନୀ କତୃପକ୍ଷ କହିଛନ୍ତି। ତେବେ ଏପରି ନୂଆ ନୂଆ ପ୍ରୟାସ ସର୍ବଦା ଲୋକଙ୍କ ମନ କିଣି ପାରିଛି I ଯେଉଁ ବ୍ୟକ୍ତି ଆମ ସହ ଯୋଡ଼ି ହୋଇ ନୂଆ ରୂପରେ ବ୍ୟବସାୟ କରିବାକୁ ଚାହାନ୍ତି ଆଜି ହିଁ 9938997753, 9337219616 ନମ୍ବରରେ ଯୋଗଯୋଗ୍ କରି ପାରିବେ I
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ