ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରାସଙ୍ଗ ଗ୍ରାମପଂଚାୟତ ର ସମିତି ସଭ୍ୟା ବବିତା ସାହୁ ଙ୍କ ସ୍ୱାମୀ ସନାତନ ସାହୁ ଙ୍କ ଅକାଳ ବିୟୋଗ ହୋଇଛି ବୋଲି ଜଣାପଡିଛି, ସୂଚନା ଅନୁସାରେ ସନାତନ ସାହୁ ଙ୍କର ଦୀର୍ଘ ଦିନ ହେଲା ଖରାପ ଥିଲା, ଆଜି ସାନ୍ଧ୍ୟ ରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ହୃଦଘାତ ରେ ମୁର୍ତ୍ତୃ ହୋଇଛି, ସେ ଜଣେ ସାମାଜିକ କର୍ମୀ ଥିଲେ, ସେ ଗଣିଆ ବ୍ଲକ ରେ ଲୋକ ମାନଙ୍କ ବିଭିନ୍ନ ମୂଳକ କାର୍ଯ୍ୟ କରି ପରିଚିତ ସୃଷ୍ଟି କରିଥିଲେ, ତାଙ୍କର ଅକାଳ ବିୟୋଗ ରେ ଗ୍ରାମବାସୀ ଙ୍କ ସହିତ ଗଣିଆ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି,ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ନୟାଗଡ ବିଧାୟକ ଡ଼ା, ଅରୁଣ କୁମାର ସାହୁ, ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ସମାଜକର୍ମୀ ପ୍ରଦୀପ କୁମାର ସାହୁ, ବ୍ଲକ ଉପାଦକ୍ଷ ରାଜକିଶୋର ସାହୁ, ରାସଙ୍ଗ ସରପଞ୍ଚ ମାନସ ମହାଖୁଡ଼, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଙ୍କ ସମେତ ସରପଞ୍ଚ ଓ ସମିତି ସଂଘ ଦୁଃଖ ପ୍ରକାଶ କରିଥିଲେ |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ