ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବେଲପଡା ପାଟଣା ହାଇସ୍କୁଲ ଖେଳ ପଡିଆ ରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ଳବ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଦୟାନିଧି ସାହୁ ଓ ସୁନୀଲ ବେହେରା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି, ଆଜି ଦ୍ୱିତୀୟ ଦିନ ରେ ଆୟୋଜନ ବେଲପଡା ପାଟଣା ଓ କଟକ ମଧ୍ୟରେ ଟୁର୍ନାମେଣ୍ଟ ହୋଇ ଥିଲା, ଏଥିରେ କଟକ ବିଜୟ ଲାଭ କରି ଦ୍ୱିତୀୟ ସେମିଫାଇନାଲ ଙ୍କୁ ପ୍ରବେଶ କଲେ, ଆଜି ବର୍ଷା ପାଗ ଯୋଗୁ 15ଓଭର ଖେଳ ହୋଇଥିଲା, କଟକ ଦଳର ସୁଶାନ୍ତ କୁମାର ପଣ୍ଡା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ, ଆଜିର ମ୍ୟାଚ ଙ୍କୁ ସମୀର କୁମାର ମହାପାତ୍ର ଓ ତ୍ରିଲୋଚନ ବସ୍ତି ପରିଚାଳନା କରୁଥିଲେ |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ