ଗଣିଆ -(ମନୋରଞ୍ଜନ ମଳିକ)-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମପଂଚାୟତ ରେ ଥିବା ମାଆ ବାଟ ପନ୍ଥେଇ ଠାକୁରାଣୀ ଙ୍କ ପୀଠ ରେ ବୁଧବାର ଦିନ ଧୂମୁଧାମ ରେ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି, ସୂଚନା ଥାଉକି ମଙ୍ଗଳବାର ଦିନ ଅଧିବେସ ହୋଇ ଥିବା ବେଳେ ବୁଧବାର ଦିନ ଅପରାହ୍ନ ରେ ପାରମ୍ପରିକ ଙ୍କ ଅନୁସାରେ ବହୁ ମାନସିକ ଧାରୀ ବୋଦା, ଗଂଜା କୁକୁଡ଼ା ବଳି ପକାଇ ଥିଲେ, ସୂଚନା ଅନୁସାରେ ପୂର୍ବରୁ ମାଆ ଙ୍କ ପାଖରେ ପଣ୍ଡା ବଳି ଦିଆଯାଉଥିଲ, କିନ୍ତୁ ତାହା ବର୍ତମାନ ବଳି ବନ୍ଦ କରି ବୋଦା ଓ ଗଂଜା କୁକୁଡ଼ା ବଳି ଦିଆଯାଉଛି, କମିଟି ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ମହାଭାରତ ନାଟକ ପରିବେଷଣ କରାଯାଇଥିଲା |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ