ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଛାମୁଣ୍ଡିଆ ଗ୍ରାମପଂଚାୟତ ର ବଡମୁଳ ଠାରେ ଥିବା ମା ବଡ ରାଉଳ ଙ୍କ ପୀଠରେ ମହାପ୍ରଭୁ ଙ୍କର ଘୋଷ ଯାତ୍ରା ପାଇ ରଥକାଠ ଅନୁକୂଳ ପାଇ ଦିନ ଧାର୍ଯ୍ୟ କରାଯାଇଛି ବୋଲି ଜଣାପଡିଛି,,ଖବର ନେବାରେ ଜଣାଗଲାଯେ ୧୭ ତାରିଖ ଦିନ ଠାକୁର ଙ୍କ ନୀତିକାନ୍ତି କରାଯାଇ ପୂଜା ଅର୍ଚନା କରାଯିବା ସହିତ କାଠ ପାଇ ଅନୁକୂଳ କରାଯିବ,ଗତ 2ତାରିଖ ରେ ମା ବଡ ରାଉଳ ଙ୍କ ପୂଜକ ପ୍ରସନ କୁମାର ଦାଶ ଓ ଗଣକ ପ୍ରଫୁଲ କୁମାର ଦାଶ ଗଣନା କରି ୧୭ତାରିଖ ରେ ଏବଂ ୨୪ତାରିଖ ଦୁଇ ଦିନ ଶୁଭ ବେଳା ଥିବାରୁ ଏ ସମ୍ପର୍କ ରେ ବନ ବିଭାଗ କୁ ପ୍ରସ୍ତାବ ଦେଇ ଥିଲେ, ବିଭାଗ ପକ୍ଷରୁ ମନ୍ଦିର ପ୍ରଶାସନ କୁ ଜଣାଇଛନ୍ତି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ