ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବିଜୟ ନଗର ଛକ ଉପରେ ଥିବା ମା ତାରିଣୀ ଙ୍କ ବାର୍ଷିକ ଉତ୍ସବ ସୋମବାର ଦିନ ଧୂମୁଧାମରେ ପାଳିତ ହୋଇ ଯାଇଛି, ସୂଚନା ଅନୁସାରେ ପ୍ରତେକ ବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ରେ ମା ତାରିଣୀ ଙ୍କ ଜନ୍ମ ଉତ୍ସବ ଆଜକୁ ଦୀର୍ଘ ହେଲା ପାଳିତ ହେଉଛି, ଦିନରେ ମାତୃ ମଣ୍ଡଳୀ ରାତ୍ରରେ ରାମ ନାଟକ ହେବ, ମାଙ୍କ ପାଖରେ ହୋମଯଜ୍ଞ, ସହିତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ଏହି ଜନ୍ମ ଉତ୍ସବ କୁ ବିଜୟ ନଗର ଗ୍ରାମର ସ୍ୱର୍ଗତ ଚତୃଭୁଜ ମହାଳିକ ଙ୍କ ବଡପୁଅ ମନୋରଞ୍ଜନ ମହାଳିକ, ସୁରଜ ମହାଳିକ ଙ୍କ ସହିତ ମହାଳିକ ପରିବାର ସହଯୋଗ କରିଥିଲେ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ