ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଚଉବଙ୍ଗ ଠାରେ ଥିବା ଲଷ୍ମୀ ବଜ଼ାର ରେ ବୋଲବମ ଉପଲକ୍ଷେ ଭଂଜନ ସାନ୍ଧ୍ୟ ଅନୁଷ୍ଠିତ ହୋଇ ଯାଇଛି,ସୂଚନା ଅନୁସାରେ ପ୍ରତେକ ବର୍ଷ ଶ୍ରାବଣ ମାସରେ ବୋଲବମ ଭକ୍ତ ମାନଙ୍କ ରହିବା ସହିତ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ, ବୋଲବମ ଭକ୍ତ ମାନଙ୍କ ପାଇଁ ଭଂଜନ ସାନ୍ଧ୍ୟ ହୋଇ ଥିଲା, ଏହି ଭଂଜନ ସନ୍ଧ୍ୟା ରେ ଅତିଥି ମାନଙ୍କ ମଧ୍ୟରେ ଗଣିଆ ସରପଞ୍ଚ ଶ୍ରୀ ଗିରିଧାରୀ ସେଠି, ପୂର୍ବତନ ଭାଇସି ଚେୟାରମ୍ୟାନ ବିଭୁତି ଭୂଷଣ ପଣ୍ଡା, ଲଷ୍ମୀ ବଜ଼ାର ର ସଭାପତି ଗୋବିନ୍ଦ ଚନ୍ଦ୍ର ମହାରଣା, ବେଲପଡା ପାଟଣା ଗ୍ରାମପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ରବୀନ୍ଦ୍ର ମହାପାତ୍ର, ବେଲପଡା ପାଟଣା ଗ୍ରାମ ସଭାପତି ରବିନାରାୟଣ ମହାପାତ୍ର ମଞ୍ଚରେ ବସି ଭଂଜନ ସନ୍ଧ୍ୟା ଉପଭୋଗ କରିବା ସହିତ କୁନିକୁନି ପିଲା ମାନଙ୍କୁ ଉତ୍ସାହିତ କରୁଥିଲେ, ଏହି କାର୍ଯ୍ୟକ୍ରମ କୁ ବିପିନି କୁମାର ମହାପାତ୍ର, ବିଜୟ କୁମାର ପଣ୍ଡା,ପରମା ନନ୍ଦ ସାହୁ, ମାନସ ବେହେରା,ତୋଫାନ ପ୍ରଧାନ, ରବି ମହାରଣା,ଟିକନ ପଣ୍ଡା,କାର୍ତ୍ତିକ ସାମଲ,ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମ ର ମଞ୍ଚ କୁ ପରିଚାଳନା କରୁଥିଲେ କୁଞ୍ଜ ପଣ୍ଡା ,300ରୁ ଉର୍ଦ୍ଧ ବୋଲବମ ସମାବେଶ ଦେଖିବାକୁ ମିଳିଥିଲା,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ