ଭୁବନେଶ୍ୱର: ଭାଜପା ଏମ୍ପି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଲେ ବାଚସ୍ପତି ସୁରମା ପାଢ଼ୀ। ବୈଜୟନ୍ତ ପଣ୍ଡା ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। କମିଟିରେ ଲୋକ ସଭାରୁ ୧୫, ରାଜ୍ୟ ସଭାରୁ ୭ ସଦସ୍ୟଙ୍କୁ ଚୟନ କରାଯାଇଛି। କମିଟିରେ ତାରିକ ଅନୱାର, ସୁଦୀପ ବନ୍ଦୋପାଧ୍ୟାୟ, କାନିମୋଇ ସଦସ୍ୟ ହୋଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ, ଅରୁଣ ସିଂହଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ଅଛି।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ
ଓଡ଼ିଶାରେ କେବେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?