ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ହେଉଥିବା ବୋଇତ ବନ୍ଦଣା ଉତ୍ସବ ଯୋଗ ଦେଲେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଖବର ନେବାରେ ଜଣାଗଲାଯେ ପବିତ୍ର କାର୍ତ୍ତିକ ମାସରେ କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ନୂଆଗାଁ ବ୍ଲକ ଅତର୍ଗତ ମାଳି ସାହି ଠାରେ ଥିବା ଶ୍ରୀ ଶ୍ରୀ ବାବା ଗତିଃଶ୍ୱର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ବୋଇତ ବନ୍ଦାଣ ଉତ୍ସବ ରେ ଯୋଗ ଦେବା ସହିତ ମାଇଁଛେଳି ଗ୍ରାମପଂଚାୟତ ସଂପଡ଼ା ଗ୍ରାମରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ସହିତ ନୂତନ ପାର୍ବତୀ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ଉତ୍ସବ ସହିତ ରଗଡୀସାହି ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଦର୍ଶନ କରିଥିଲେ, ସାଥିରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର କର୍ମକର୍ତା ସହିତ ସରପଞ୍ଚ ଓ ସମିତି ଉପସ୍ଥିତ ଥିଲେ ବୋଲି ଜଣାପଡିଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ