June 27, 2025

Utkal Sambad

ବିଜେଡିରୁ ଇସ୍ତଫା ଦେଲେ ବନ୍ଦିତା ପାଲ୍‌ 

ଭୁବନେଶ୍ୱର: ଭୁବନେଶ୍ୱରର ୩୭ନଂ ଓ୍ବାର୍ଡର କର୍ପୋରେଟର ବିଜେଡି ଛାଡ଼ିଛନ୍ତି। କର୍ପୋରେଟର ବନ୍ଦିତା ପାଲ୍‌ ଏବଂ ତାଙ୍କ ସ୍ବାମୀ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସ୍ବାଧୀନ ଭାବରେ ଜିତିବା ପରେ ବନ୍ଦିତା ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି।