ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ବୁଲିଲା ବାଲ୍ୟ ବିବାହ ସଚେତନ ରଥ,ଖବର ନେବାରେ ଜଣାଗଲାଯେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନୟାଗଡ ତରଫରୁ ବାଲ୍ୟ ବିବାହ ମୁକ୍ତ ଭାରତ କରିବା ପାଇ ଗଣିଆ ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରୁଛନ୍ତି ବୋଲି ଜଣାପଡିଛି, କମ ବୟସ ର ଝିଅ ପିଲା ମାନଙ୍କୁ ବିବାହ ନ କରିବା ପାଇ ଲୋକ ମାନଙ୍କୁ ସଚେତନ କରିଥିଲେ, କମ ବୟସ ର ପିଲା ଙ୍କୁ ବିବାହ କଲେ କଣ କଣ ଅସୁବିଧା ହୁଏ, ତା ବିଷୟରେ ସଚେତନ କରିଛନ୍ତି, ସଚେତନ ରଥ ବୁଲିଲା ପରେ ଲୋକ ମାନେ କେତେ ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ