ପ୍ୟାରିସ୍ : ଅଲିମ୍ପିକ୍ସରେ ଭାରତକୁ ଲାଗିଛି ବଡ଼ ଝଟକା। ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ବିନେଶ, ଆଜି ଫାଇନାଲ ଖେଳିବା ପୂର୍ବରୁ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ୫୦ କେଜିଠାରୁ ଭିନେଶ ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ଜଣାପଡିଛି।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
ଚତୁର୍ଥ ଏଲ୍ସିସି ଅଣ୍ଡର୍-୧୫ କ୍ରିକେଟ୍ ! ଉଦଘାଟନ ମ୍ୟାଚ୍ ରେ ବିବିସିଏ କ୍ଲବ୍ ବିଜୟୀ