ଭୁବନେଶ୍ବର: ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟଶିଳ୍ପୀ ସୋନାକ୍ଷୀ ସାହୁ , ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଙ ପ୍ରିୟଙ୍କା ମିଶ୍ରଙ୍କ ଦ୍ଵାରା ମାଲେସିଆର ସିରିଡ଼ି ସାଇ ବାବା କେନ୍ଦ୍ର ଠାରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ।
ପ୍ରଥମ ପରିବେଷଣ ହୋଇଥିଲା ୨୪ ଅକ୍ଟୋବର ରେ ‘Lebuh Ampang Shirdi Sai Baba Society Centre’ ଠାରେ ଏବଂ ଦୂତୀୟ ପରିବେଷଣ ହୋଇଥିଲା ୨୫ ଅକ୍ଟୋବର ରେ ‘brieckfields ସ୍ଥିତ Shirdi Sai Baba Society Centre’ ଠାରେ। ନୃତ୍ୟାନିପୁଣା ଅନୁଷ୍ଠାନ ସେଠାରେ ଓଡ଼ିଶୀ ତଥା ସମ୍ବଲପୁରୀ ନୃତ୍ୟଦ୍ଵାରା ସମସ୍ତ shirdi sai baba nka ଭକ୍ତ ମାନଙ୍କର ମନୋରଞ୍ଜନ ଦ୍ଵାରା ଖୁବ୍ ପ୍ରଶଂସା ସାଉଁଟିଥିଲେ ଏବଂ ବାବାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ।
ଏଥିପାଇଁ ମାଲେସିଆ ସ୍ଥିତ Shirdi Sai Baba Society of Malaysia ra ସମସ୍ତ members ତଥା Founder & chairman nku anusthana ra ପ୍ରତିଷ୍ଠାତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟଙ୍କା ମିଶ୍ର ଏଥିପାଇଁ ଶ୍ରେୟ ଦେଇଛନ୍ତି ଭଗବାନଙ୍କୁ, ତାଙ୍କ ପିତାମାତାଙ୍କୁ ଏବଂ ତାଙ୍କ ନୃତ୍ୟଗୁରୁ ଗୁରୁ ଙ ଗଜେନ୍ଦ୍ର କୁମାର ପଣ୍ଡାଙ୍କୁ ଯାହାଙ୍କ ମାର୍ଗଦର୍ଶନ ବିନା ଏହା ଅସମ୍ଭବ।
ଓଡ଼ିଶାର ଆର୍ଟ ଆଣ୍ଡ culture କୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ। ମାତା ପ୍ରତିମା ମିଶ୍ର ଏଥିରେ ପ୍ରିୟଙ୍କାଙ୍କ ପ୍ରେରଣା ସାଜି ମଙ୍ଗ ଧରି ଆଗେଇ ନେଇଛନ୍ତି।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା