କେନ୍ଦ୍ରାପଡ଼ା, ଆଳି ର ପୂର୍ବତନ ବିଧାୟକ ତଥା ଆଳି ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ଶର୍ମାଙ୍କ ତିରୋଧାନ ରେ ମୁଁ ଅତ୍ୟନ୍ତ ମର୍ମାହତ l ଆଳି ମାଟିର ଜଣେ ଲଢୁଆ ପୁଅ ର ଦେହାନ୍ତ ରେ ଆଳି ବାସି, ସ୍ତବ୍ଧ ଏବଂ ବାକରୁଦ୍ଧ l ଏତେଶୀଘ୍ର ଆଳି ଭଳି ସ୍ୱାଭିମାନୀ ମାଆ କୁ ଛାଡି ଢ଼ାବା ଭାଇ ଏକ ଅଫେରା ରାଇଜକୁ ଚାଲି ଜିବେ ବୋଲି ଅଞ୍ଚଳ ବାସି କେବେ ଭାବିନଥିଲେ l ସେ ଭଳି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଆଳି ଅଞ୍ଚଳରେ ବିରଳ l ତାଙ୍କ ସହିତ ଦିର୍ଘଦିନର ସମ୍ପର୍କ ମୋତେ ଅନେକ ପ୍ରେରଣା ଓ ଦିଗଦର୍ଶନ ଦେଇଛି l ସେହି ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଏକାଦଶାହ ତିଥିରେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ମୁଁ ନିଜକୁ ଗୌରଵାନୀତ ମନେକରୁଛି l ଏଭଳି ସମୟରେ ଭଗବାନ ତାଙ୍କ ପାରିବରବର୍ଗଙ୍କୁ ଅସୀମ ସାହସ ଓ ଧାର୍ଯ୍ୟ ଦିଅନ୍ତୁ, ଏତିକି ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା l
ଡା.ଅଚିନ୍ତ୍ୟ ନାୟକ,
ଉଦ୍ୟୋଗପତି ଓ ସମାଜସେବୀ,
ସାନମଙ୍ଗ, ଆଳି l
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା