March 18, 2026

Utkal Sambad

ଦଶପଲ୍ଲାରେ ତ୍ରିରଙ୍ଗା ଶୋଭାଯାତ୍ରା

ଦଶପଲ୍ଲା-(ମନୋରଞ୍ଜନ ମଳିକ)-ଭାରତ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନିର୍ଦେଶ କ୍ରମେ ସାରା ଦେଶ ରେ ଭାରତୀୟ ଜନତା ପାଟି ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଏହି ପରିପେକ୍ଷୀରେ ନୟାଗଡ ଜ଼ିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥ ରାଘବ ମଳିକ ଙ୍କ ନେତୃତ୍ୱ ରେ ଦଶପଲ୍ଲା ମହାବୀର ମନ୍ଦିର ପ୍ରାଙ୍ଗଣ ରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ମେଡିକାଲ ଛକ, ଗଣିଆ ଛକ, କଚେରୀ ଛକ ଦେଇ ତ୍ରିନାଥ ବଜ଼ାର ରେ ଥିବା ମେଳିଆ ତୋଟା ଠାରେ ପହଂଚି ଥିଲେ,ଏହି କାର୍ଯ୍ୟକ୍ରମ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ,