March 17, 2026

Utkal Sambad

ଦଶପଲ୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା

ଦଶପଲ୍ଲା -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଦଶପଲ୍ଲା ଠାରେ ଗୁରୁବାର ଦିନ 10ଘଟିକା ସମୟରେ ସମ୍ବଲପୁରୀ ଓ ଭଞ୍ଜନଗର ଅଭିମୁଖେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଉଥିବା ବେଳେ ଦଶପଲ୍ଲା ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା, କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଜେପି ବିଧାୟକ ପ୍ରାଥୀ ରାଘବ ମଳିକ ଉପସ୍ଥିତ ଥିଲେ,ଶ୍ରୀ ପ୍ରଧାନ ଦଶପଲ୍ଲା ନିର୍ବାଚନ କଥା ବୁଝି ଭଞ୍ଜନଗର ଅଭିମୁଖେ ଯାଇଥିଲେ |