ପ୍ରୟଗ: ତୀର୍ଥରାଜ ପ୍ରୟଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ପୌଷ ପୂର୍ଣ୍ଣିମା ର ବ୍ରାହ୍ମ ମୁହୂର୍ତ୍ତ ରେ ତ୍ରିବେଣୀ ସଙ୍ଗମ ରେ ଆରମ୍ଭ ହୋଇଛି । ପ୍ରଥମେ ସାଧୁ ଓ ତାପରେ କୋଟି କୋଟି ଭକ୍ତ ଗଙ୍ଗା, ଯମୁନା ଓ ସରସ୍ଵତୀ ନଦୀ ର ସଙ୍ଗମ ସ୍ଥଳ ରେ ବୁଡ଼ ପକାନ୍ତି। ଏଥର ୬ ଟି ସ୍ନାନ ତୀର୍ଥ ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବା । ମହାକୁମ୍ଭ ୧୩ ଜାନୁଆରୀ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏହି ମହାକୁମ୍ଭ ୧୪୪ ବର୍ଷ ପରେ ପଡ଼ିଥିବା ରୁ ଏହା ବହୁତ ଶୁଭ ଅଟେ। ମହାକୁମ୍ଭ ରେ ସ୍ନାନ କରିସାରିବା ପରେ କିଛି ବସ୍ତୁ ର ଦାନ କରିବା ବହୁତ ଶୁଭ ଅଟେ। ମହାକୁମ୍ଭ ରେ ସ୍ନାନ କରିବା ପରେ ଅନ୍ନ, ବସ୍ତ୍ର, ଧନ, ଗୁଡ଼ ର ଦାନ କଲେ ଦେବୀ ଦେବତା ସହ ପିତୃ ପୁରୁଷ ମଧ୍ୟ ପ୍ରସନ୍ନ ହୁଅନ୍ତି।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ