ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ତଳବିରା କୋଇଲା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଖଣି ଦୁର୍ନୀତି ପ୍ରସଙ୍ଗରେ ନାଁ ନ ନେଇ ପରୋକ୍ଷରେ ବର୍ତ୍ତମାନର ବିରୋଧୀଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।ଟଙ୍କଧର କହିଛନ୍ତି, ଯେଉଁମାନେ ନିଜର ନିର୍ମଳ ଭାବମୂର୍ତ୍ତିର ଛବି ପ୍ରତିଷ୍ଠା କରୁଥିଲେ ସିବିଆଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। ସେପଟେ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା କହିଛନ୍ତି, ହିଣ୍ଡାଲକୋ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେଉ। ସେ ବିରୋଧୀଦଳ ନେତା ହୁଅନ୍ତୁକି ଆଉ କିଏ ଯିଏ ଦୋଷୀ ସେ ଦଣ୍ଡିତ ହେବା ଦରକାର।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ
ଓଡ଼ିଶାରେ କେବେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?