ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରେ ଡ଼କ୍ଟର ଆର ସି ସାମନ୍ତରାୟ ମହାବିଦ୍ୟାଳୟ ରେ ପ୍ରଭୁ ଗଣେଶ ଓ ବିଦ୍ୟା ଦାତ୍ରୀ ମା ସରସ୍ବତୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇ ଯାଇ ଅଛି ମୁଖ୍ୟ ପୋରୋଧା ମହେଶ୍ୱର ଦାଶ ପୁର୍ଣ ଚନ୍ଦ୍ର ଦାଶ ଓ ବନମାଳୀ ଦାଶ ଙ୍କ ନେତୃତ୍ୱ ରେ ଯଜ୍ଞ ଆରମ୍ଭ ହୋଇ ଯାଇଛି କବିନ କୁମାର ସାମନ୍ତରାୟ ଓ ମହାବିଦ୍ୟାଳୟ ର ଅଧକ୍ଷ dr ମଳୟ କୁମାର ପଣ୍ଡା ଉପାଧ୍ୟାକ୍ଷ ଉମାକାନ୍ତ ଓ ଜିତେନ୍ଦ୍ର କୁମାର ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ପରିଚାଳନା କରାଯାଇଛି କାର୍ଯ୍ୟକ୍ରମରେ କିଶୋର ପ୍ରସାଦ ପଂଚାୟତ ର ସମସ୍ତ ଗ୍ରାମ ର ଗ୍ରାମ ବାସି ସହଯୋଗ ଓ ସଙ୍କ୍ରିତନ ମଣ୍ଡଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ