ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ରେ କାର୍ଯ୍ୟକ୍ଷମ ହେଲା ବି, ଏସ, ଏନ, ଏଲ, ଟାୱାର, ସୂଚନା ଅନୁସାରେ ଛାମୁଣ୍ଡିଆ ଗ୍ରାମପଂଚାୟତ ରେ ଥିବା ଛାମୁଣ୍ଡିଆ, ହରିପୁର, ଇଶ୍ଵର ପୁର,କାଣିପୋଖରୀ, ବେଣ୍ଟପଡା, ମହାନପଦା, ରାଜୀଙ୍ଗୀ, ମହୁକଣ, କୁମ୍ଭୀର ଖଣି, ବଡମୁଳ, ବେଠିଆ ସାହି, ମୁଦୁଲି ଗାଡ଼ିଆ,ଆଦି ଗ୍ରାମ ଗୁଡିକରେ ନେଟ ୱାର୍କ ନଥିବାରୁ ଲୋକ ମାନେ ଅସୁବିଧା ସହିତ ଛାତ୍ରଛାତ୍ରୀ ମାନେ ଅନଲାଇନି କ୍ଲାସ କରିପାରୁନାହାନ୍ତି,ବାହାରେ ରହୁଥିବା ଲୋକ ମାନଙ୍କ ସହିତ କଥାବାର୍ତା ଓ ଗର୍ଭବତୀ ମହିଳା ମେଡିକାଲ ଯିବା ପାଇଁ ଫୋନ କରିବା ପାଇଁ ଅସୁବିଧା ଭୋଗୁଥିଲେ, ଏନେଇ ଅଂଚଳ ବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ମାନଙ୍କୁ ଗୁହାରି କରିଥିଲେ ମଧ୍ୟ ଟାୱାର ନିର୍ମାଣ ହୋଇଗଲା, କିନ୍ତୁ ଟାୱାର ନିର୍ମାଣ ହୋଇ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଟାୱାର କାର୍ଯ୍ୟକ୍ଷମ ହେଉନଥିଲା,ଯାହା ହେଉ ବଡ ଦୁଃଖର ବିଷୟ ଶନିବାର ଦିନ ଟାୱାର କାର୍ଯ୍ୟକ୍ଷମ ହେଲା ବୋଲି ବିଶେଷ ଶୃତ୍ରର ଜଣାପଡିଛି,ନେଟ ୱାର୍କ ଚାଲିବାରୁ ଅଂଚଳ ବାସୀ ଖୁସି ପ୍ରକାଶ କରିଛନ୍ତି,
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା