ଗଣିଆ -(ମନୋରଞ୍ଜନ ମଳିକ )-ଭାରତ୍ ସ୍ଵାଧୀନ ହୋଇଥିଲେ ମଧ୍ଯ ଆଜି ଅନେକ୍ ଦିଗରୁ ସ୍ଵାଧୀନ ନ ହୋଇ, ପରାଧୀନ, ଶୋଷଣ, ଲୁଣ୍ଠନ, ମାନବ ଶୋଷଣ କାରୀ ଅସାମାଜିକ ତତ୍ତ୍ଵ ଗୁଡିକ୍ ର୍ ପାଦୃ ଭାବ ବଢି ଚାଲିଛି ଯା ଦ୍ୟାରା ଭାରତର ପରମ୍ପରା ସହିତ ଜଡିତ ଗୋ ମାତା, ଧର୍ମ, ଖାଦ୍ୟ, ପରିବେଶ, ପ୍ରଭୁତି ଆଜି ଅସୁରକ୍ଷିତ ମନେ ହେଉଛି, ସେଥିପାଇଁ ସର୍ବ୍ ଭାରତୀ ସାଧୁ ସନ୍ଥ ସମ୍ମିଳନୀ ତରଫରୁ ଓ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ଆର୍ ସି ବି ଜ୍ଞାନ ବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ସର୍ବ୍ ଭାରତୀ ସାଧୁ ସନ୍ଥ ସମ୍ମିଳନୀ ର୍ ସଂଗଠକ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ପୌରୋହିତରେ ଆଲୋଚନ ସଭାରେ କଲେଜ ଅଧ୍ୟକ୍ଷ ଡ଼, ମଲୟ ପଣ୍ଡା, ବିଶ୍ଵ ହିନ୍ଦୁ ପରିଷଦ ଗଣିଆ ବ୍ଲକ୍ ର୍ ସଭାପତି, ଅନ୍ତର୍ଯ୍ୟାମି ମିଶ୍ର, ସଂଗଠକ ସଭାପତି ସୁଧା କର ରାଉତ, ଖଣ୍ଡଗିରି କୁମ୍ଭ ମେଳା ସଂଗଠନ ସଭାପତି କୃଷ୍ନ ମହାରାଜ,ଫୁଲବାଣୀ ଖଜୁରୀ ପଦା ବ୍ଲକ ସାଧୁ ସନ୍ଥ ସଭାପତି ବୁଲୁ ବାବା, ବୌଦ ହରଭଙ୍ଗା ବ୍ଲକ୍ ସାଧୁ ସନ୍ଥ ସଭାପତି ଲକ୍ଷ୍ମୀ ଧର ବାବା, ଭଗବାନ ଦାସ, ଅରବିନ୍ଦ୍5g ପରମା ନନ୍ଦ ମହାରାଜ, ପ୍ରଭୁତି ଶତାଧିକ ସାଧୁ ସନ୍ଥ ମାନଂକୁ ନେଇ ଏକ ସମ୍ମିଳନୀ ହୋଇଥିଲା, ପରିଶେଷରେ ସମସ୍ତ୍ ସାଧୁ ସନ୍ଥ ଗଣ ଏକତ୍ରୀତ ହୋଇ ଗଣିଆ ତହସିଲ୍ ଦାର ଙ୍କୁ ଭେଟି ରାଷ୍ଟ୍ରପତି ଉଦ୍ଦେଶ୍ୟରେ 6 ଦଫା ସମ୍ବଳିତ ଯଥା ଗୋ ମାତା ର ସୁରକ୍ଷା, ପ୍ରତି ବ୍ଲକରେ ଗୋ ମାତା ଅଭାୟରଣ୍ୟ, ଖାଦ୍ୟ ଅପ୍ରମିଶ୍ରଣ କାରୀ ଙ୍କୁ ମୃତୁ ଦଣ୍ଡ ଦାବିପତ୍ର, ଭାରତକୁ ସମ୍ଭିଧାନ କ ହିନ୍ଦୁ ରାଷ୍ଟ୍ର ଘୋଷାଣ, ସମସ୍ତ୍ ମଠ ମନ୍ଦିର ମାନଙ୍କୁ ପଟ୍ଟା ବଣ୍ଟନ, ବିଜୁଳି କିମ୍ବା ସୋଲାର ବିଦ୍ୟୁତ ଯୋଗାଣ କରିବା ପାଇଁ ଏକ୍ ଶୋଭାଯାତ୍ରା ରେ ବାହାରି ଗଣିଆ ତହସିଲରେ ପହଂଚି,,, ପ୍ରଦାନ କରିଥିଲେ|
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା