ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ରେ ଦୀପଦାନ ଉତ୍ସବ ପାଳିତ ହୋଇ ଯାଇଛି, ଖବର ନେବାରେ ଜଣାଗଲାଯେ ପ୍ରତେକ ବର୍ଷ କାର୍ତ୍ତିକ ମାସ ର ମଙ୍ଗଳବାର ଦିନ ଉତ୍ସବ ପାଳନ କରାଯାଉଛି, ହେଲେ କାର୍ତ୍ତିକ ମାସ ଶେଷ ମଙ୍ଗଳବାର ଦିନ ଗଣିଆ ବ୍ଲକ ରୁ ପ୍ରାୟ 2000ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ରହି ଦୀପ ଦାନ ସହିତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା, ଏହି ଉତ୍ସବ କୁ ଗଣିଆ ଗ୍ରାମବାସୀ ଓ ମନ୍ଦିର କମିଟି ସହଯୋଗ କରିଥିଲେ, ଏହି ଉତ୍ସବ ପ୍ରତେକ ବର୍ଷ ପାଳନ କରାଯିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରନ୍ତି|

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ