ଗଣିଆ -(ମନୋରଞ୍ଜନ ମଲିକ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି, ଖବର ନେବାରେ ଜଣା ଗଲାଯେ ଗଣିଆ ବ୍ଲକ୍ ବିଦ୍ୟୁତ୍ ଅଫିସ,RWSS ଅଫିସ, ମୋଟର ସଂଘ ଗଣିଆ ବଜାର, ଶୁଭମ୍ ଫାର୍ମ ହାଉସ, ଗ୍ୟାରେଜ ଗୁଡିକରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି, ପୂଜା ମଣ୍ଡପ ଗୁଡ଼ିକରେ ଲାଇଟି ଗେଟ ରେ ସଜାସଜୀ ହୋଇ ଥିଲା |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ