March 15, 2026

Utkal Sambad

ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ଭସାଣି ଅନୁଷ୍ଠିତ 

ଗଣିଆ -(ମନୋରଞ୍ଜନ ମଳିକ )- ଗଣିଆ ବ୍ଲକର ବିଭିନ୍ନ ଗ୍ରାମରେ ହୋଇ ଥିବା ଗଣେଶ ପୂଜା ଶେଷ ହୋଇଯାଇଛି | ରବିବାର ଦିନ ସାନ୍ଧ୍ୟ 7ଘଟିକା ସମୟରେ ଗଣେଶ ମୂର୍ତ୍ତି କୁ ଟ୍ରାକ୍ଟର ଉପରେ ରଖି ଗ୍ରାମ ପରିକ୍ରମା କରିଥିଲେ, ଶେଷରେ ବିଭିନ୍ନ ସ୍ଥାନରେ ଥିବା ନାଳ, ପୋଖରୀ, ଗୁଡିକରେ ମୂର୍ତ୍ତି ବିଷଜନ କରିଥିଲେ| ଭସାଣି ରେ ଡିଜି ବଜାଇବା ପାଇଁ ସରକାର ଙ୍କ ନିର୍ଦେଶ କୁ ପୂଜା କମିଟି ମାନି ଖୋଳତାଳ ସହିତ ନିଶାଣ ଢୋଲ ବଜ଼ାଇ ବିଶ୍ରାଜନ କରି ଥିଲେ, ଗଣିଆ ବ୍ଲକରେ ବିଜୟ ନଗର ମଳିକ ସାହି ଗଣେଶ ଭସାଣି ଭଲ ହୋଇଛି ବୋଲି ଜଣାପଡିଛି |