ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଶିଶୁ ଦିବସ ପାଳିତ ହୋଇ ଯାଇଛି, ଆଜି ସକାଳୁ ସକାଳୁ ଛାତ୍ରଛାତ୍ରୀ ମାନେ ଉଠି ରାଧା କୃଷ୍ଣ ବେଶ ଧାରଣ କରି ଫୁଲ ମାଳ ଧରି ନିଜ ନିଜ ଶିକ୍ଷାନୁଷ୍ଠାନ ଗୁଡିକ ରେ ପହଁଚି ଥିଲେ, ପରେ ସ୍କୁଲ ରୁ ବାହାରି ଗାଁ ଗାଁ ବୁଲିବା ସହିତ ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଥିଲେ, ପରିଶେଷରେ ଛାତ୍ରଛାତ୍ରୀ ମାନେ ସ୍କୁଲ ରେ ସଂଗୀତ, ଡିବେଟ, ଚିତ୍ରାଙ୍କନ, ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରିଥିଲେ, ଗଣିଆ ବ୍ଲକ ର କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସମେତ ପ୍ରତେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପାଳନ ହୋଇଅଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ