ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଆଡକଟା ଗ୍ରାମ ପଞ୍ଚାୟତ ରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପାନୀୟ ଜଳ ଅସୁବିଧା ରହିଛି ବୋଲି ବିଶେଷ ସୃତ୍ରରୁ ଜଣାପଡ଼ିଛି, ଖାବର ନେବରେ ଜଣା ଗଳଯେ ଆଡକଟା ଠାରେ ନିର୍ମାଣ ହୋଇ ଥିବା ଆଦର୍ଶ ବିଦ୍ୟାଳୟ ର ପ୍ରାୟ ୨୦୦ରୁ ଉର୍ଦ୍ଧ୍ ଛାତ୍ରଛାତ୍ରୀ ମାନେ ପାଠ ପଡ଼ୁଥିବା ସହିତ ବିଦ୍ୟାଳୟ ର କର୍ମଚାରୀ ମାନେ ପାଣି ପାଇ ଅସୁବିଧା ହେଉଛନ୍ତି, ବିଦ୍ୟାଳୟ ରେ ଗୋଟିଏ ଵୋରୱାଲ ଥିଲେ ମଧ୍ୟ କାମରେ ଆସୁନି, ପାଣି ପାଇ ଅସୁବିଧା ହେଉଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ, ତେଣୁ ତୁରନ୍ତ ବିଦ୍ୟାଳୟ ନଳକୂପ ନିର୍ମାଣ କରିବା ପାଇଁ ଅଭିବାହାକ ମନେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଦାବୀ କରିଛନ୍ତି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ