June 26, 2025

Utkal Sambad

କିଶୋର ପ୍ରସାଦ ଗ୍ରାମପଂଚାୟତ ଉଚ୍ଚ ବିଦ୍ୟାଳୟରେ ବିନା ବିଦ୍ୟୁତରେ ଚାଲିଛି ସ୍ମାର୍ଟ କ୍ଲାସ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଦୀର୍ଘ ସାତ ଦିନ ହେବ ବିଦ୍ୟୁତ ସଂଯୋଗ ବିଛର୍ଣ୍ଣ ହୋଇ ଅଛି ଯାହା ଫଳ ରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଅଛନ୍ତି ଫଳରେ ନଳ କୂପ ରୁ ବାହାରୁ ଥିବା ଦୂଷିତ ଜଳ ପିୟୁ ଛନ୍ତି ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ପିଲା ମାନେ ପାଠ ପଡା ରୁ ବହୁତ ଅସୁବିଧା ର ସମ୍ମୁଖୀନ ହଉଛନ୍ତି ବିଦ୍ୟୁତ ନଥିବାରୁ ସ୍ମାର୍ଟ କ୍ଲାସ ବନ୍ଦ ଅଛି ତେଣୁ ଛାତ୍ର ଛାତ୍ରୀ ମାନ ଙ୍କର ଦାବି ତୁରନ୍ତ କାର୍ଯ୍ୟ ଅନୁଷ୍ଟାନ ନହେଲେ ରାଜ ରାସ୍ତା କୁ ଓଲ୍ହାଇବା ପାଇଁ ନିଷ୍ପତ୍ତି ନେଇ ଛନ୍ତି ଯେ କି ଛାତ୍ର ମାନେ ଆମର ଦେଶ ର ଆଗାମୀ ଭବିଷ୍ୟତ ଦେଖା ଯାଉ ତା ପାଇଁ ସରକାର କଣ ପଦକ୍ଷପ ନେଉ ଛନ୍ତି ଯେଉଁ ଠାରେ 1300କୋଟି ଇଲେକ୍ଟ୍ରି କମ୍ପାନୀ ଚଳୁ କରି ଛନ୍ତି ସେଠାରେ ସରକାର ନିରବ ଦ୍ରଷ୍ଟା ସାଜିଛି ଦେଖି ବାକୁ ବାକି ରହିଲା ପିଲା ମାନଙ୍କ ଭବିଷ୍ୟତ କାହା ହାତରେ |