ଗଣିଆ: (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ରାସଙ୍ଗ ଓ ଛାମୁଣ୍ଡିଆ ଗ୍ରାମ ପଂଚାୟତ ରେ ରହିଥିବା ମା କଳାପାଟ ମନ୍ଦିର ଟି ଅବହେଳିତ ହୋଇ ପଡ଼ିରହିଛି, ଏହି ସ୍ଥାନରେ ପ୍ରତେକ ଦିନ ପଯ୍ୟଟନ ମାନେ ଭୋଜିଭାତ କରିବାକୁ ଆସୁଥିଲେ ମଧ୍ୟ ଅସୁବିଧା ହେଉଛନ୍ତି, ପଯ୍ୟଟନ ମାନେ ରାତିରେ ରହିବା ପାଇଁ କୌଣସି ସୁବିଧା ନାହିଁ, ରାଜନେତା ଓ ପ୍ରଶାସନ ଅଧିକାରୀ ମାନେ ଭୋଜି ଭାତ କରିବା ସହିତ ସଭା ସମିତି କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ, କଳାପାଟ ମନ୍ଦିର ରେ ପାନୀୟ ବ୍ୟବସ୍ଥା, ରହିବା ପାଇଁ ଘର, ଶୌଚାଳୟ, ନିର୍ମାଣ କରିବା ପାଇଁ ଜନସାଧାରଣ ମାନେ ରାଜ୍ୟ ସରକାର ଓ ଜ଼ିଲ୍ଲା ପ୍ରଶାସନ ଅଧିକାରୀ କୁ ଅନୁରୋଧ କରିଛନ୍ତି,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ