June 26, 2025

Utkal Sambad

କଳାପାଟ ବିଶ୍ଵଶାନ୍ତି ମହାଯଂଜ୍ଞ ପାଇ ସାଧୂସନ୍ଥ ତରଫରୁ ବୁଲିଲା ଚେତନା ରଥ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ମା କଳାପାଟ ଙ୍କ ପୀଠରେ ଡିସେମ୍ବର ମାସ 4ତାରିଖ ଠାରୁ 7ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି,ଏହି ଅବସରରେ ସାଧୁ ସନ୍ଥ ସମିଳନୀ ତରଫରୁ ମା ଙ୍କ ପିଠରୁ ଏକ ଚେତନା ରଥ ବାହାରି ଗଣିଆ ବ୍ଲକ ର ପ୍ରତି ଗ୍ରାମ କୁ ଯାଇ ସନାତନ ଧର୍ମ ର ରକ୍ଷା କରିବା ପାଇ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ, ମାଆ ଙ୍କ ଚେତନା ରଥ କୁ ଦେହୁରୀ ସନାତନ ନାୟକ ଧୂପ ଦୀପ ଦେଇ ପୂଜା ଅର୍ଚନା କରିବା ପରେ ରାମଦାସ ଙ୍କ ପଟ ଶିଷ୍ୟା ଭକ୍ତ ସେବକ ଲଳିତ ଦାସ, ସାଧୁ ଯୋଗୀ ଦାସ, ସାଧୁ ମାନଗୋବିନ୍ଦ ଦାସ, କୁଳମଣି ଦାସ, ସମେତ ଅନ୍ୟ ସାଧୁ ସନ୍ଥ ମାନେ ଉପସ୍ଥିତ ଥିଲେ, ଏହି ଚେତନା ରଥ ବିଶ୍ଵଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ପରିକ୍ରମା ହେବ ବୋଲି ସାଧୁ ସନ୍ଥ ମାନଙ୍କ ଠାରୁ ପ୍ରକାଶ|