October 11, 2025

Utkal Sambad

ଓଡ଼ିଶା ଖଣି ଓ ଭିତ୍ତିଭୂମି ଇଣ୍ଟରନ୍ୟାସନାଲ ଏକ୍ସପୋ ଶୁଭାରମ୍ଭ

ଭୁବନେଶ୍ଵର: ତୃତୀୟ ଓଡ଼ିଶା ଖଣି ଭିତ୍ତି ଭୂମି ଆନ୍ତର୍ଜାତିକ ପ୍ରଦର୍ଶନୀ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଏହାକୁ ଗୁକୁଳା ନନ୍ଦ ମଲ୍ଲିକ ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି ବିଭାଗର ମୁଖ୍ୟ ସଚିବ ହେମନ୍ତ ଶର୍ମା ଆୟୋଜନ କମିଟିର ପ୍ଯୁରେକ୍ସ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସ୍ଵାମୀ ପ୍ରେମ ଅନ୍ଵେଷା, ଏକ୍ସପୋ ଆଯୋଜନ କମିଟି ଅଧ୍ୟକ୍ଷ ତଥା ନାଲ୍‌କୋର ପୂର୍ବତନ ସିଏମ୍ ଡି ଡକ୍ଟର୍ ତପନ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ପିଏଚ୍ ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଓ କାଉନସିଲ୍ ଅଫ୍ ମାଇନିଂ ସେକ୍ଟର ଏବଂ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ ମିଳିତ ସହ‌ଯୋଗରେ ଆୟୋଜିତ ହୋଇଛି ଏହି ପ୍ରଦର୍ଶନୀରେ ଭାରତ ତଥା ଭାରତ ବାହାରେ ଖଣି, ନିର୍ମାଣ ଉଦ୍ୟୋଗର ଅଗ୍ରଣୀ ଅଂଶୀଦାରମାନେ ଏକାଠି ହୋଇଛନ୍ତି ଏହି ପ୍ରଦର୍ଶନୀ ବରମୁଣ୍ଡା ପଡ଼ିଆରେ ଚାରୀ ଦିନ ଚାଲିବ ମନ୍ତ୍ରୀ ଶ୍ରୀ ଗୋକୁଲା ନନ୍ଦ ମଲ୍ଲିଳ କହିଥିଲେ, ବକ୍ସାଇଟ୍, କୋଇଲା, ଲୁହାପଥର ଓ ଅନ୍ୟାନ୍ୟ ଖଣିଜାତ ଦ୍ରବ୍ୟ ଭଳି ଖଣି କ୍ଷେତ୍ରରେ ଓଡ଼ିଶା ପରିପୂର୍ଣ ଖଣିରୁ ଓଡ଼ିଶାକୁ ରାଜସ୍ବ ମିଳୁଛି ଭୁବନେଶ୍ଵରରେ ଏତେ ଖଣି ଏକ୍ସପୋ ହେଉଥିବାରୁ ସେମାନଙ୍କ ସଫଳ ଚଳିତବର୍ଷର ଏକ୍ସପୋରେ ରଥ, ଜର୍ମାନୀ, କୋରିଆ, ଜାପାନ ଏବଂ ତାଇୱାନରୁ ପ୍ରତିନିଧୂ ଅଂଶଗ୍ରହଣ କରିଛନ୍ତି ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ଏବଂ ବିଦେଶରୁ ବ୍ୟବସାୟିକ ପ୍ରତିନିଧ୍ ଓ ଦେଖଣା ହାରୀଙ୍କୁ ଆକୃଷ୍ଟ କରୁଛି ଅଧକ୍ଷ ଡକ୍ଟର. ତପନ୍ ଚାନ୍ଦ କହିଛନ୍ତି ଭାରତର ଖଣି ରାଜଧାନୀ ହୋଇଥିବାରୁ ଓଡ଼ିଶା ଖଣି ସମ୍ମିଳନୀ ଆଯୋଜନ କରିବାର ଅପାର ସମ୍ଭାବନା ରହିଛି ଏକ୍ସପୋରେ ଅତ୍ୟାଧୁନିକ ଖଣି ଯନ୍ତ୍ରପାତି ଟେକ୍ନୋଲୋଜି , ସେବା ଏବଂ ଯୋଗାଣ ପ୍ରଦର୍ଶିତ ହେଉଛି ୨୫୦ରୁ ଅଧୁକ କମ୍ପାନୀର ଅଂଶଗ୍ରହଣ କରିଛନ୍ତି