ଭୁବନେଶ୍ବର: ୧୫ ଡିସେମ୍ବରରୁ ସୋଆ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ-୨ରେ ଆରମ୍ଭ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପହଞ୍ଚିଛି l ଦ୍ଵିତୀୟ ଦିନରେ ଏ ବର୍ଗର ୨ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଫଳାଫଳ ହୋଇଥିଲା l ଏ ବର୍ଗରେ ୧୯୦୦ ରୁ ଉର୍ଦ୍ଧ୍ୱ ରେଟିଂ ହାସଲ କରିଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ସେହିପରି ବି ବର୍ଗରେ ୧୯୦୦ ରେଟିଂ ତଳକୁ ଥିବା ପ୍ରତିଯୋଗୀମାନେ ସ୍ଥାନ ପାଇଛନ୍ତି l ବି ବର୍ଗର ୫ ରାଉଣ୍ଡ ମ୍ୟାଚ ଶେଷରେ ଫଳାଫଳ ଦ୍ଵିତୀୟ ଦିନର ମହୋତ୍ସବରେ ରୋଟାରୀୟାନ ଯଜ୍ଞଶିଷ ମହାପାତ୍ର, ଅଲ ଓଡ଼ିଶା ଚେସ୍ ସଂଘ ଓ ସୋଆ ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ୧୦ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ଡିସେମ୍ବର ୨୨ରେ ଉଦଯାପନ ହେବ। ଉଦ୍ଘାଟନୀ ଉତ୍ସବରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟି ଅଧ୍ୟକ୍ଷ ଡଃ ଅବିନାଶ ସାମଲ, ରାଜ୍ୟ
ଚେସ୍ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆର
କ୍ରୀଡ଼ାଅଧିକାରୀ ସୁନିତା ବର୍ମା ଓ ଡିନ୍ ଜ୍ୟୋତିରଞ୍ଜନ
ଦାସ ପ୍ରମୁଖ ଉପସ୍ଥିତ ଥିଲେ I କୋଷାଧ୍ୟକ୍ଷ ଶଙ୍କରପ୍ରସାଦ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ