ଗଣିଆ: (ମନୋରଞ୍ଜନ ମଲିକ) ନୟାଗଡ ଜିଲ୍ ଗଣିଆ ବ୍ଲକ ଅନ୍ତର୍ଗତ ଧୂଆପାଜୁ ଗ୍ରାମରେ ଆଜକୁ ତିନି ମାସ ହେଲା ସୋଲାର ଟି ଖରାପ ହେବା ଯୋଗୁ ଗ୍ରାମବାସୀ ମାନେ ପାଣି ନ ପାଇ ଚୁଆ ଉପରେ ଭରସା କରି ଆସୁଥିଲେ, ଉତ୍କଳ ସମ୍ବାଦ ତରଫରୁ ଖବର ପ୍ରସାରଣ ହୋଇଥିଲା, ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ତରଫରୁ ଧୁଆ ପାଜୁ ଗ୍ରାମକୁ ଯାଇ ସୋଲାର ଟିକୁ ସଜାଇ ଥିଲେ, ଗ୍ରାମବାସୀ ମାନେ ପାନୀୟ ଜଳ ପାଇ ବହୁତ୍ ଖୁସି ଅନୁଭବ କରି ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ସହିତ ଉତ୍କଳ ସମ୍ବାଦ ସାମ୍ବାଦିକ କୁ ଧନ୍ୟବାଦ ଜଣାଇଛନ୍ତି I

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ