ଗଣିଆ -(ମନୋରଞ୍ଜନ ମଳିକ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଅଫିସ୍ ସମ୍ମୁଖରେ ଥିବା ପାଚେରୀ କୁ ଲାଗି ଏକ କୃତ୍ରିମ ଜଙ୍ଗଲ ରେ ପରିଣତ ହୋଇ ଥିଲା ବୋଲି ଉତ୍କଳ ସମ୍ବାଦ ରେ ଖବର ପ୍ରସାରଣ ହୋଇ ଥିଲା, ବ୍ଲକ୍ ପ୍ରଶାସନ ପକ୍ଷରୁ ୨୪ଘଣ୍ଟା ଭିତରେ ସଫା କାର୍ଯ୍ୟ ଆରମ୍ଭ କରିଥିଲେ, ପାଚେରୀ ରେ ଥିବା ତାର ରୁ ଲତା ବୃକ୍ଷ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ କରାଯାଉଛି ବୋଲି ଆପଣ ମାନେ ଏହି ଫଟୋ ଦେଖିଲେ ଜାଣିପାରିବେ, ସୂଚନା ଥାଉକି ପୂର୍ବ ଭଳି ଯେମିତି ଫୁଲ ଗଛ ଲାଗିଥିଲା ସେହି ପରି ରଖିବା ପାଇ ବୁଦ୍ଧିଜୀବୀ ମାନେ ବ୍ଲକ ପ୍ରଶାସନ କୁ ଅନୁରୋଧ କରିଛନ୍ତିI

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ