ଗଣିଆ -(ମନୋରଞ୍ଜନ ମଳିକ )- ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା 8/7/2025ରିଖ ମଙ୍ଗଳବାର ଦିନ 7ଦଫା ଦାବୀ ନେଇ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଜଣାପଡିଛି, ସୂଚନା ଅନୁସାରେ ରାଜ୍ୟ ସରକାର ଜନସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଘ କୁ ସୁବିଧା ସୁଯୋଗ ଯୋଗାଇ ଦେବା କଥା କିନ୍ତୁ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ସରକାର କୁ ବିଭିନ୍ନ ସମସ୍ୟା ଉପରେ ବାରମ୍ବାର ଦାବୀ ପତ୍ର ଦେଇ ଥିଲେ ମଧ୍ୟ ଗୋଟିଏ ଦାବୀ ପୂରଣ କରିଥିଲେ, ହେଲେ ଡ୍ରାଇଭର ସମାଜ ପାଇ ଯଥେଷ୍ଟ ନୁହେଁ, ଆହୁରି 7ଗୋଟି ସମସ୍ୟା ସମାଧାନ ହୋଇ ପାରୁନି, ସରକାର ଡ୍ରାଇଭର ଙ୍କର କୌଣସି ଦାବିପତ୍ର ଉପରେ କର୍ଣ୍ଣପାତ କରୁନାହାନ୍ତି, ଯାହା ଫଳରେ ଡ୍ରାଇଭର ସଙ୍ଘ ବାଧ୍ୟ ହୋଇ 29/3/2025ରିଖ ଠାରୁ 6ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଭାବେ ଧାରଣା ଦେଇ ଥିଲେ, ତଥାପି କୌଣସି ସମସ୍ୟା ହେଲା ନାହିଁ, ଯାହା ଫଳରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ତା -8/7/25ରିଖ ମଙ୍ଗଳବାର ଦିନ ଠାରୁ ସମୂହ ଡ୍ରାଇଭର ଭାଇ ମାନେ ଗାଡି ଚଳେଇବେ ନାହିଁ କି ଷ୍ଟେରିଙ୍ଗି ଧରିବେ ନାହିଁ ବୋଲି ଜଣାପଡିଛି,

More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ