ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ରେ ଆସନ୍ତା 18/3/25ରେ ଓ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ପ୍ରସିଦ୍ଧ ଚାରି ଦୋଳ ଯାତ୍ରା ଅନୁଷ୍ଠିତ ହେବ, ଖବର ନେବାରେ ଜଣାଗଲାଯେ ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଙ୍କ ର ପ୍ରସିଦ୍ଧ ଚାରି ଦୋଳ ଯାତ୍ରା ଅନୁଷ୍ଠିତ ହେବ, ଗୋପୀନାଥ ଜୀଉ ଓ ଭୋଲେଶ୍ଵର ମହାଦେବ କୁ ଗ୍ରାମ ପରିକ୍ରମା କରି ଗଣିଆ ହାଟ ରେ ଯାତ୍ରା ଅନୁଷ୍ଠିତ ହେବ, ଚାରି ଦୋଳ ଯାତ୍ରା ପାଇ ସନ୍ଧ୍ୟା ରେ ରାମ ନାଟକ ହେବ, ଏହି ଯାତ୍ରା କୁ ଗଣିଆ ଗ୍ରାମବାସୀ ଓ ଗଣିଆ ପଂଚାୟତ ତରଫରୁ ହେବ ବୋଲି ଜଣାପଡିଛି, ବହୁ ସଂଖ୍ୟାରେ ଯୋଗ ଦେବାକୁ ସରପଞ୍ଚ ଶ୍ରୀ ଗିରିଧାରୀ ସେଠି ଅନୁରୋଧ କରିଛନ୍ତି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ