ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଭାପୁର ବ୍ଲକ ବିଜିପୁର ଗ୍ରାମପଂଚାୟତ ର ବଳରାମ ମହାରଣା ପୁଅ ଆଶୁତୋଷ ମହାରଣା ଅନ୍ତର୍ଜାତିକ ବକ୍ସି ରେ ସ୍ୱର୍ଣ ପଦକ ଜିତି ଭାରତ ତଥା ରାଜ୍ୟ ଓ ଜ଼ିଲ୍ଲା, ବ୍ଲକ ପଂଚାୟତ, ଗ୍ରାମର ଗୌରବ ଆଣିଛନ୍ତି, ସୂଚନା ଅନୁସାରେ ଭାପୁର ମାଟିର ପୁଅ ଆଶୁତୋଷ ଫାଇନାଲ ରେ ପାକିସ୍ତାନ ର ଅସିଫ ମଲ୍ଲିକ କୁ ହରାଇ ସ୍ୱର୍ଣ ପଦକ ଜିତିଥିଲେ, ବର୍ତମାନ ସେ ଭୁବନେଶ୍ୱର ରେ ରହି ବକ୍ସି ପ୍ରଶିକ୍ଷଣ ନେଉଛନ୍ତି, ଆଶୁତୋଷ ମହାରଣା ସ୍ଵର୍ଣ ପଦକ ହାସଲ କରିଥିବାରୁ ରାଜନେତା ଙ୍କ ଠାରୁ ଆରମ୍ଭ କରି ଲୋକ ଜନପ୍ରତିନିଧି ମାନେ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସାହାଯ୍ୟ ର ହାତ ବଡାଇ ପାଇ ପ୍ରତିଶୃତି ଦେଇ ଥିଲେ,

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ