ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ଆଡ଼କଟା ଗ୍ରାମପଂଚାୟତ ରେ 5Gଟାୱାର ନିର୍ମାଣ କରିବା ପାଇ ପଂଚାୟତ ବାସୀ ଦାବୀ କରିଛନ୍ତି, ସୂଚନା ଅନୁସାରେ ଆଡ଼କଟା ଗ୍ରାମପଂଚାୟତ ରେ 5Gଟାୱାର ନଥିବାରୁ ବହୁତ ଅସୁବିଧା ହେଉଛି, ଆଡ଼କଟା ରେ କଲେଜ, ସ୍କୁଲ, ଆଦର୍ଶ ସ୍କୁଲ କୃଷି ବିଭାଗ, ସହିତ ଅନ୍ୟ ଅଫିସ ଗୁଡିକ ରେ ଅନଲାଇନି କାର୍ଯ୍ୟ କରିବା ପାଇ ଅସୁବିଧା ହେଉଛିନ୍ତି, 5G ଟାୱାର ନିର୍ମାଣ କରିବା ପାଇ ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ସବୁ ଜାଣିଥିଲେ ମଧ୍ୟ କାହାର ନଜର ପଡୁନାହିଁ, ଆମ ଉତ୍କଳ ସମ୍ବାଦ ରେ ଖବର ପ୍ରସାରଣ କଲା ପରେ ପ୍ରଶାସନ କେତେ ଶୀଘ୍ର 5G ଟାୱାର ନିର୍ମାଣ କରୁଛି ତାହା ଦେଖିବାକୁ ବାକି ରହିଲା,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ