January 30, 2026

Utkal Sambad

ଆଡ଼କଟା ବଜାର ଉପରୁ ଟ୍ରାନ୍ସଫର ଟି ସ୍ଥାନନ୍ତରିତ ହେବ କେବେ

ଗଣିଆ -(ମନୋରଞ୍ଜନ ମଳିକ )- ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଆଡ଼କଟା ବଜ଼ାର ଉପରୁ ଟ୍ରାନ୍ସଫର ଟି ଉଠିବ କେବେ, ସୂଚନା ଅନୁସାରେ ଆଡ଼କଟା ବଜ଼ାର ଉପରେ ଜଗନ୍ନାଥ ପ୍ରସାଦ, କୃଷ୍ଣପଲ୍ଲୀ, ଆଡ଼କଟା, ଧୂଆମଡା, କେନ୍ଦୁଆ ବିଡା, ସହିତ ନୂଆପଡା, ର ଲୋକ ମାନେ ନିର୍ଭର କରନ୍ତି, ଆଡ଼କଟା କୁ ପ୍ରତେକ ଦିନ ଘର ସାମଗ୍ରୀ ସହିତ ଅନ୍ୟ କାମଧନ୍ଦା କରିବାକୁ ଆସନ୍ତି, ବର୍ଷା ଦିନେ ପ୍ରବଳ ବର୍ଷା ସହିତ ଘଡଘଡି ହେବାଯୋଗୁ ଲୋକ ମାନଙ୍କ ପ୍ରତି ବିପଦ ହେଉଛି, ବର୍ଷା ଦିନେ ସାନ୍ଧ୍ୟ ସମୟରେ ଟ୍ରାନ୍ସଫର ରୁ ନିଆଁ ବାହାରି ତଳେ ପଡିବାରୁ ଲୋକ ମାନଙ୍କ ପ୍ରତି ବିପଦ, ତେଣୁ ବଜାର ତରଫରୁ ବାରମ୍ବାର ପ୍ରଶାସନ ଅଧିକାରୀ ମାନଙ୍କୁ ଜଣାଇଲେ ସୁଦ୍ଧା କିଛି ହେଉ ନାହିଁ, ଶୀଘ୍ର ଟ୍ରାନ୍ସଫର ଟି ଅନ୍ୟ ଜାଗାକୁ ସ୍ଥାନନ୍ତରିତ କରିବା ପାଇ ବଜ଼ାର ତରଫରୁ ଜ଼ିଲ୍ଲାପ୍ରଶାସନ କୁ ଅନୁରୋଧ କରିଛନ୍ତି,