ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବଡସିଲିଙ୍ଗା ଗ୍ରାମ ପଂଚାୟତ ଗୋଛାବାରୀ ଠାରେ ଡ଼. ବାବା ସାହେବ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି, ଖବର ନେବାରୁ ଜଣାଗଲାଯେ ବଡସିଲିଙ୍ଗା ଗ୍ରାମ ପଂଚାୟତ ର 11ଗୋଟି ଗ୍ରାମରୁ 50ରୁ ଉର୍ଦ୍ଧ ଲୋକ ଦଳିତ ଆଦିବାସୀ ମହିଳା ପୁରୁଷ ଯୋଗ ଦେଇ ଥିଲେ, ଏଥିରେ ନାଏବ ସରପଞ୍ଚ ଙ୍କ ପ୍ରତିନିଧି ମାନସ ଯାନୀ ଙ୍କ ନେତୃତ୍ୱରେ ଆୟୋଜକ ହୋଇ ଥିଲା, ଏହି କାର୍ଯ୍ୟକ୍ରମ ରେ ସମ୍ବିଧାନ ଉପରେ ଆଲୋଚନା କରାଗଲା, ଏହି କାର୍ଯ୍ୟକ୍ରମ ରେ ସଂଚାର ର ସମ୍ପାଦକ ପ୍ରଫୁଲ କୁମାର ମିଶ୍ର ଉପସ୍ଥିତ ଥିଲେ,
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ