ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବେଲପଡା ପାଟଣା ହାଇସ୍କୁଲ ପଡିଆରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ କ୍ଳବ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନୀଲ ବେହେରା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି, ବର୍ଷା ଯୋଗୁ ଦୁଇ ଦିନ ଖେଳ ସ୍ଥଗିତ ଥିଲା, ତୃତୀୟ ଦିନ ରେ ପରସ୍ପର ଭେଟିଲେ ମାର୍ଥାପୁର ବନାମ ନୂଆପାଟଣା, ଏଥିରେ ମାର୍ଥାପୁର ତୃତୀୟ ସେମିଫାଇନାଲ ଙ୍କୁ ପ୍ରବେଶ କରିଥିବା ବେଳେ ଏହା ପରେ କଟକ ଓ ମାର୍ଥାପୁର ସେମିଫାଇନାଲ ଖେଳିଥିଲେ, କଟକ ଫାଇନାଲ ରେ ପ୍ରବେଶ କରିଛି, ଆଜିର ମ୍ୟାଚଙ୍କୁ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଓ ତ୍ରିଲୋଚନ ବସ୍ତି, ଆସନ୍ତା କାଲି ପରସ୍ପର ଙ୍କୁ ଭେଟିବେ କାଇପଦର ଓ ବୈଦେଶ୍ଵର |
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା