ଭୁବନେଶ୍ୱର: ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ ବୋଲି ଭାବିଛନ୍ତି କି? ତା’ ହେଲେ ଜାଣି ନିଅନ୍ତୁ ରାଖି ପୂର୍ଣ୍ଣିମାରେ ସୁନା ରେଟ୍ କେତେ ରହୁଛି। ଅଗଷ୍ଟ ୧୮, ରବିବାର ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ରହିଛି । ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୨୦ ଟଙ୍କା । ରୂପା କିଲୋଗ୍ରାମ ପିଛା ୮୬ ହଜାର ଟଙ୍କାରେ ପହଞ୍ଚିଛି । ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ?

More Stories
ରୋଜଗାର କରନ୍ତୁ ମାଗଣା ସ୍କୁଟି ନିଅନ୍ତୁ, ସୌମେନ୍ ଅଗରବତୀର ନୂଆ ଘୋଷଣା
ଗୁଗ୍ନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ