ଭୁବନେଶ୍ବର : ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବା ପାଇଁ ତା ୨୦ ଅକ୍ଟୋବରରେ ଉଦଘାଟିତ ହୋଇଯାଇଛି । ଚଳିତ ପାର୍ବର୍ଣ୍ଣ ମହୋତ୍ସବରେ ତଥା ନିଜ ଗ୍ରାହକ ବନ୍ଧୁଙ୍କ ସହ ୨୫ ବର୍ଷର ସୁବର୍ଣ୍ଣ ସମ୍ପର୍କର ରୌପ୍ୟ ଜୟନ୍ତୀକୁ ଆହୁରି ମଜବୁତ କରିବା ପାଇଁ ଅରୁନ୍ଧତୀର ଏହା ଅନ୍ୟତମ୍ର ପାର୍ବଣ ଭେଟି |ଅରୁନ୍ଧତୀ ଜୁଏଲର୍ସ ବ୍ରାଣ୍ଡ ଆମ୍ବାସଡର ତଥା ଓଲିଉଡ଼ ଦିବା ଅର୍ଚିତା, ପରିଚାଳନା ନିର୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର, ଡ଼ାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ଓ ଡ଼ାଇରେକ୍ଟର ଅରୁନ୍ଧତୀ ମେହେରଙ୍କ ଉପସ୍ଥିତିରେ ଏହି ବିଶାଳ ସୋରୁମର ଶୁଭାରମ୍ଭ କରାଯାଇ ଗ୍ରାହୁକ ବନ୍ଧୁଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା |ଏହି ଅବସରରେ ଗ୍ରାହକ ବନ୍ଧୁଙ୍କ ଚାହିଦା କୁ ଦୃଷ୍ଟି ରେ ରଖି ଅରୁନ୍ଧତୀ ଜୁଏଲର୍ସ ତରଫରୁ ପାର୍ବଣ ଋତୁରେ ନୂତନ କଲେକସନ ଭରା ଡିଜାଇନ “ଅର୍ଘ୍ୟ” ଓ “ଆରାପା” ମଧ୍ୟ ଉନ୍ମୋଚିତ ହୋଇଛି । ଶତାଧିକ ଗ୍ରାହକଙ୍କ ଉପ ପସ୍ଥିତିରେ ଏହି ଅତ୍ୟାଧୁନିକ ୧୨୦୦୦ sqft ସୋରୁମର ଉଦଘାଟନୀ ସମାରୋହରେ ୨୫୦୦୦ ରୁ ଉର୍ଦ୍ଧ ନୂଆ festive କଲେକସନ ପ୍ରଦର୍ଶିତ ହୋଇଛି | ଏହି ଅବସରରେ ଅରୁନ୍ଧତୀର ପରିଚା ପରିଚାଳନା ନିର୍ଦେଶକ ମେହେର ନିଜ ବକ୍ତବ୍ୟରେ ପ୍ରକା – ପ୍ରକାଶ କରିଛନ୍ତି ଯେ,ଦୀର୍ଘ ୨୫ ୧ É ୨୫ ବର୍ଷ ର ଅତୁ ଅତୁଟ ସ୍ନେହ, ଶ୍ରଦ୍ଧ, ଭଲ ପାଇବା ପାଇଁ ଓଡିଶାବାସୀଙ୍କ ପ୍ରୁତି ଅରୁନ୍ଧତୀ ପରିବାର ସର୍ବଦା ନତମସ୍ତକ | ଆମ ପ୍ରିୟ ଓଡି ଓଡିଶାବାସୀଙ୍କ ଆଶୀର୍ବାଦ ଦୀର୍ବାଦ ଅରୁନ୍ଧତୀଙ୍କୁ ପ୍ରତିଟି ସଫଳ ସୋପାନ ଅତିକ୍ରମ କର କରାଇବାରେ ସହାୟକ ୟକ ହୋଇଛି | ଏହି ଅତ୍ୟାଧୁନି ସୋରୁମର ପ୍ରତିଟି କର୍ମକର୍ତ୍ତା ନିଜ ପ୍ରିୟ ଗ୍ର ଅତ୍ଯାଧୁନିକ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେ ଯୋଗାଇଦେବାପାଇଁ ପ୍ରତିଜ୍ଞାବଦ୍ଧ ଓ କର୍ତ୍ତବ୍ୟବୋ ସର୍ବଶ୍ରେଷ୍ଠ ସେବା ବ୍ୟବୋଧ | ଗ୍ରାଣ୍ଡ ରି ରିଓପେନିଙ୍ଗ ସର୍ବଶ୍ରେଷ୍ଠ ଅଫରରେ ଗ୍ରାହୁଜବନ୍ଧୁ ସୁନାଗହଣାର ଗଢାମଜୁରୀ ରେ ସୁନିଶ୍ଚିତ ସର୍ବନିମ୍ନ ดิต Flat 90% ดิจิ, BUY MORE GET MORE କିଣି । ସର୍ବାଧିକ Flat ୫୦% ରିହାତି ପାଇପାରିବେ | ଏହା ସହିତ ପ୍ରଥମ ଥର ପାଇଁ RE ରୁ ଅଧିକ ସୁନାଗହଣା ମଜୁରୀ ସମ୍ପୂର୍ଣ ମାଗଣା, ସ୍ବର୍ଣ୍ଣ ସମୃଦ୍ଧି ଯୋଜନା ମାଧ୍ୟମରେ ତା ସହ ପ୍ରତ୍ୟେକ ଅଗ୍ରିମ । ବୁକିଂ ଉପରେ ସୁନାର ସର୍ବନିମ୍ନ ବଜାର ଦର ସହିତ ମାଗଣା ସ୍ବର୍ଣ୍ଣ ଓ ରୌପ୍ୟ । ପୁରୁଣା ସୁନାଗହଣାର ବଦଳିରେ ପ୍ରତ୍ୟେକ ୧୦ ଗଢା ମୁଦ୍ରା ତଥା ଟଙ୍କାର ଅତିରିକୁ ବୋନସ ପାଇପାରିବେ।
More Stories
ରୋଜଗାର କରନ୍ତୁ ମାଗଣା ସ୍କୁଟି ନିଅନ୍ତୁ, ସୌମେନ୍ ଅଗରବତୀର ନୂଆ ଘୋଷଣା
ଗୁଗ୍ନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ