ଗଣିଆ-(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବିଜୟନଗର ଗ୍ରାମବାସୀ ଙ୍କ ତରଫରୁ ବୁଧବାର ଦିନ ଧୂମୁଧାମରେ ଅଷ୍ଟପ୍ରହରୀ ଓ ନାମଯଂଜ୍ଞ ଅନୁଷ୍ଠିତ, ବୁଧବାର ଦିନ ସକାଳୁ ସକାଳୁ କଳସ ଧରି ଶତାଧିକ ମହିଳା ଓ ପୁରୁଷ ପାଣି ଗ୍ରହଣ କରିସାରିଲା ପରେ ସକାଳ ସାତ ଘଟିକା ସମୟରେ ଅଷ୍ଟପ୍ରହରୀ ହରିନାମ ଯଂଜ୍ଞ ଆରମ୍ଭ ହୋଇ ଥିଲା, ଏହି ଅଷ୍ଟପ୍ରହରୀ ରେ ଗଣିଆ ବ୍ଲକ ଓ ନରସିଂହପୁର ବ୍ଲକ ରୁ ସକ୍ରିତନ ମଣ୍ଡଳୀ ଆସିଥିଲେ, ପ୍ରସାଦ ବ୍ୟବସ୍ଥା କରାଯାଇଛି,ଏହି ଅଷ୍ଟପ୍ରହରୀ କୁ ସମରେନ୍ଦ୍ର ମହାପାତ୍ର, ଯଶୋବନ୍ତ ମହାଳିକ, ଦଣ୍ଡଧର ଦାସ, ରଞ୍ଜନ ଚିନରା, ବାନାମ୍ବର ସାହୁ, ସୁରଜ ମହାଳିକ, ବାଙ୍କନିଧି ରାଉତ, ସୁଧୀର ରାଉତ, ବନମାଳୀ ରାଉଳଙ୍କ ସମେତ ବିଜୟନଗର ଗ୍ରାମବାସୀ ମାନେ ସହଯୋଗ କରିଥିଲେ, ସାନ୍ଧ୍ୟ ସମୟରେ ଦୀପ ପ୍ରଜ୍ୱଳନ କରିଥିଲେ, ସାନ୍ଧ୍ୟ ସମୟ ରେ ବହୁ ସଂଖ୍ୟାରେ ଜନ ସମାବେଶ ଦେଖିବାକୁ ମିଳିଥିଲା,
More Stories
ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ