ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ ଆଜି ଦଶପଲ୍ଲା ଠାରେ ଉପସ୍ଥିତ ରହି ବିଜେପି ରେ ଯୋଗ ଦେଇଥିବାର ଜଣାପଡିଛି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ ଙ୍କ ସମେତ ଗଣିଆ ଗ୍ରାମପଂଚାୟତ ର ସମସ୍ତ ୱାର୍ଡ ମେମ୍ବର ସହିତ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଦଶପଲ୍ଲା ଠାରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ସମେତ ଗଣିଆ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଶରତ କର ଓ ଅନ୍ୟ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ, ଗଣିଆ ସରପଞ୍ଚ ବିଜେପି ରେ ମିଶିବା ପରେ ଗଣିଆ ବ୍ଲକ ରେ ରାଜନୀତି ସରଗରମ ଦେଖିବାକୁ ମିଳିଛି, ସରପଞ୍ଚ ମିଶିବା ପରେ ବିଜେପି ପାଇ କାମ କରିବା ସହିତ ଆଗାମୀ ଦିନରେ ଗଣିଆ ରାଜନୀତି ପାଣିପାଗ ଅଲଗା ହେବ ବୋଲି ଜଣାପଡିଛି |
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ