ଦଶପଲ୍ଲା -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଟାକେରା ଛକ ଠାରେ ବଡ ଦୃଘଟଣା ଶନିବାର ଦିନ ସନ୍ଧ୍ୟା 6ଘଟିକା ହୋଇ ଯାଇଛି ବୋଲି ଜଣାପଡିଛି, ସୂଚନା ଅନୁସାରେ ଦଶପଲ୍ଲା ନିକଟସ୍ଥ ଟାକେରା ଛକ ଠାରେ ଏକ ବାଇକି ଵାଲା କୁ ରକ୍ଷା କରିବା ପାଇଁ ଦୁଇ ମାଲବାହୀ ଟ୍ରକ ଦୃଘଟଣା, ଦୃର୍ଘଟଣା ରେ 2ମୂର୍ତ 2ଗୁରୁତ୍ୱ ର ଅବସ୍ଥା ରେ ଥିବାରୁ ଦଶପଲ୍ଲା ମେଡିକାଲ କୁ ସ୍ଥାନନ୍ତରିତ କରାଯାଇଛି, ମେଡିକାଲ ରେ ଚିକିତ୍ସାତ ହେଉଛନ୍ତି,ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରିରଖିଛି,
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ