March 16, 2026

Utkal Sambad

ଡ଼କ୍ଟର, ଆର, ସି, ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମହାବିଦ୍ୟାଳୟ ରାଷ୍ଟୀୟ ଏକତା ଦିବସ ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ କିଶୋର ପ୍ରସାଦ ଗ୍ରାମ ପଂଚାୟତ ରେ ଥିବା ଡ଼କ୍ଟର, ଆର, ସି, ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମହାବିଦ୍ୟାଳୟ ରେ ସର୍ଦାର ବଲ୍ଲଭ ଭାଇ ଜନ୍ମ ଦିବସ ଉପଲକ୍ଷେ କେଦ୍ର ସରକାର ଙ୍କ ମୋ ଭାରତ ସଂସ୍ଥା ତରଫରୁ ରାଷ୍ଟୀୟ ଏକତା ଦିବସ ପାଳିତ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମ ରେ ଅନେକ ଅନେକ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ, ମହାବିଦ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ଓଡ଼ିଆ ଅଧ୍ୟାପକ ସତ୍ୟ ନ୍ୟାୟ ଦେବା ସହିତ ବିଭିନ୍ନ ପ୍ରକାର ଉପଦେଶ ଦେଉଥିଲେ, ବୈଠକ ରେ ଟିଫିନି ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ବୋଲି ଜଣାପଡିଛି I