June 27, 2025

Utkal Sambad

ଗଣିଆ ଲଷ୍ମୀ ବଜ଼ାରରେ କାଳୀ ପୂଜା ଅନୁଷ୍ଠିତ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଗଣିଆ ଲଷ୍ମୀ ବଜ଼ାର ବଣିକ ସଂଘ ତରଫରୁ ପ୍ରତେକ ବର୍ଷ ଭଳି ଏ ବର୍ଷ ଧୂମୁଧାମରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି ବୋଲି ଜଣାପଡିଛି, କାଳୀପୂଜା ଏ ବର୍ଷ 31/10/24 ଠାରୁ 4/11/24ରିଖ ପର୍ଯ୍ୟନ୍ତ ହେବ ବୋଲି ଲଷ୍ମୀ ବଜ଼ାର ବଣିକ ସଂଘ ସଭାପତି ଗୋବିନ୍ଦ ଚଦ୍ର ମହାରଣା, ସମ୍ପାଦକ ପରମାନନ୍ଦ ସାହୁ ପ୍ରକାଶ କରିଛନ୍ତି, ତିନି ଦିନ ପର୍ଯ୍ୟନ୍ତ ସାଂକୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ, ସଂଘର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ I