March 11, 2026

Utkal Sambad

ଗଣିଆ ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

 

 

ଗଣିଆ: (ମନୋଜ ମଳିକ: ରାଜ୍ୟ ସରକାର ଲୋକ ମାନକ ପାଇଁ ବିଭିନ୍ନ ଯୋଜନ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ମାନକ ପାଇଁ ସୁଭଦ୍ରା ଯୋଜନା କରିଛନ୍ତି, ଏହି ଯୋଜନାରେ ପ୍ରତ୍ୟେକ ମହିଳା ମାନେ ଯେପରି କେହି ବାଦ ପଡ଼ିବେନି ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଓ ପ୍ରତ୍ୟେକ ପଞ୍ଚାୟତରେ ସୁଭଦ୍ରା ଯୋଜନା ବିଷୟରେ ଲୋକ ମନକୁ ସଚେତନ କରିଥିଲେ, ଖବର ନେବାରେ ଜଣାଗଲାଯେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ଝୁନା ଜେନା, ସାଂସଦ ପ୍ରତିନିଧି ଶରତ କୁମାର କର, ବିଡ଼ିଓ DR,, ବେବିତା ମଞ୍ଜରୀ ନାୟକ,CDPO; ଉଷାରାଣୀ ସାହୁ, ସୁପର ଭାଇଜର ଟୁନି ଦାସ କାଦବିନି ନାୟକ, ସୁନିତା କୁମାରୀ ଗଣିଆ ବଜାର ପରିକ୍ରମା କରିଥିବା ସହିତ ଲୋକ ମନକୁ ସଚେତନ କରିଥିଲେ, ବ୍ଲକ୍ ପରିସର ରେ ବୈଠକ କରି ସଚେତନ ସଭା କରିଥିଲେ |