ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବିଭିନ୍ନ ସ୍ଥାନରେ ଗିରିଗୋବର୍ଦ୍ଧନା ପୂଜା ଅନୁଷ୍ଠିତ ହୋଇଯାଇଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ ର ପାଣ୍ଡରସିଂଙ୍ଗା ଓ ବିଜୟ ନଗର, ଗୌଡ଼ତୁମା ଣ୍ଡି, ଆଡ଼କଟା, ଛାମୁଣ୍ଡିଆ ଗ୍ରାମରେ ଗିରିଗୋବର୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି, ଗିରିଗୋବର୍ଦ୍ଧନ ପୂଜା କରିବା ପାଇଁ ମାନସିକଧାରୀ ମାନେ ବାହାରୁ ଆସି ସକାଳୁ ସକାଳୁ ପହଁଚି ପୂଜାପାଠ କରି ନିଜ ନିଜର ମାନସିକ କାମନା କରି ଥିଲେ, ପୂଜା ସ୍ଥଳୀ ମାନଙ୍କରେ ପ୍ରସାଦ ସେବନ କରାଯାଇଥିଲା, ପ୍ରତେକ ପୂଜା ସ୍ଥଳୀ ରେ 500ରୁ ଉର୍ଦ୍ଧ ଭକ୍ତ ମାନେ ଉପସ୍ଥିତ ଥିଲେ, ଗ୍ରାମବାସୀ ମାନେ ସହଯୋଗ କରିଥିଲେ I
More Stories
ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ