ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ମା ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲାଯେ ଗଣିଆ ବ୍ଲକ କରଡ଼ାପଡା ଗ୍ରାମପଞ୍ଚାୟତ ରେ ଥିବା ଅର୍ଜୁନ ଖୋଲ ରେ ପୂଜା ପାଉଥିବା ରାଧାକୃଷ୍ଣ ମନ୍ଦିର, ଗଣିଆ ପଂଚାୟତ ରେ ଥିବା ମା ବୁଢ଼ା ବୁଢ଼ୀ ଠାକୁରାଣୀ, ବଡସିଲିଙ୍ଗା ଗ୍ରାମପଞ୍ଚାୟତ ରେ ଥିବା ଆଦିବାସୀ ମାନଙ୍କ ଇଷ୍ଟ ଦେବୀ ମା ବାଟ ପନ୍ଥେଇ ଙ୍କ ବାର୍ଷିକ ଉତ୍ସବ ପାଳନ କରାଯିବ ଆସନ୍ତା ଜାନୁୟାରୀ ମାସ 7ତାରିଖ ରୁ 12ତାରିଖ ପଯ୍ୟନ୍ତ, ସାଂସୃତିକ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି, ସମସ୍ତ ଜନସାଧାରଣ ଓ ସାଧୂସନ୍ଥ ସମେତ ଭକ୍ତମାନେ ମାଙ୍କ ବାର୍ଷିକ ଉତ୍ସବ କୁ ଆସିବାକୁ ଅନୁରୋଧ କରିଛନ୍ତି ପୂଜା କମିଟି ର ସଭାପତି ଓ ସମ୍ପାଦକ |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ